29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ

ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ଏହି ଭୂ-କମ୍ପରେ ୨୫୫ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା ବେଳେ ପାକିସ୍ତାନର କିଛି ଅଞ୍ଚଳରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ ଅନୁସାରେ, ଭୂକମ୍ପର କେନ୍ଦ୍ର ଆଫାଗାନିସ୍ତାନର ଦକ୍ଷିଣପୂର୍ବରେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking