29.1 C
Bhubaneswar
Saturday, May 4, 2024
Homeଓଡିଶା୨୫ ରେ ଓଡିଶା ଆସିବେ ଅମିତ୍ ଶାହ

୨୫ ରେ ଓଡିଶା ଆସିବେ ଅମିତ୍ ଶାହ

ଭୁବନେଶ୍ୱର : ଆସନ୍ତା ୨୫ ରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର । ୨୫ ତାରିଖ ଅପରାହ୍ନରେ ସୋନପୁରରେ ପହଞ୍ଚିବେ ଶାହ । ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ଶାହ । ପରେ ଭୁବନେଶ୍ୱରରେ କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking