31.1 C
Bhubaneswar
Tuesday, April 30, 2024
Homeଅପରାଧମାଡମାରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ମାଡମାରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

କୁଚିଣ୍ଡା : ମାଡମାରି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଜଣେ ଘରୋଇ ସ୍କୁଲ୍ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଲଇକେରା ଥାନା ବାଘଡିହି ସ୍ଥିତ ସ୍କୁଲ କର୍ମଚାରୀଙ୍କ କ୍ୱାର୍ଟର୍ସରେ ହୋଇଛି ଏହି ଲୁଟ୍ । ନଗଦ ୫ ଲକ୍ଷ ଟଙ୍କା ସହ ମୋବାଇଲ ଓ ଲାପଟପ୍ ମଧ୍ୟ ଲୁଟି ନେଇଛନ୍ତି ଲୁଟେରା। ପ୍ରାୟ ୮ ରୁ ୧୦ ଜଣ ଲୁଟେରା ଘରେ ପଶି କର୍ମଚାରୀଙ୍କୁ ମାଡ ମାରି ଲୁଟ୍ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking