32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗହାଇକୋର୍ଟ ଗଲେ କଙ୍ଗନା

ହାଇକୋର୍ଟ ଗଲେ କଙ୍ଗନା

ମୁମ୍ବାଇ: ମୁମ୍ବାଇରେ ବିଏମସି କଙ୍ଗନାଙ୍କ ଅଫିସ୍ ଭାଙ୍ଗିବା ପରେ ବର୍ଷିଛନ୍ତି କଙ୍ଗନା । ନିଜ ଟ୍ୱିଟରରେ କାର୍ଯ୍ୟାଳୟର ଫଟୋ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ମୁମ୍ବାଇ ପିଓକେ ବୋଲି ଶତ୍ରୁ ଗୋଷ୍ଠୀ ପୁଣି ପ୍ରମାଣିତ କରିଛନ୍ତି । ମଣିକର୍ଣ୍ଣିକା ସ୍ଥିତ ଅଫିସ୍‌ରେ ବୁଲଡୋଜର ବୁଲିବା ପରେ କଙ୍ଗନା କ୍ଷୁବ୍ଧ ହୋଇଛନ୍ତି । ମୁଁ ଆଗରୁ କେବେ ଭୁଲ୍ କହୁନଥିଲି ବୋଲି ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କଙ୍ଗନା ।ବାବାର ଏବଂ ତାଙ୍କ ଆର୍ମି ଘର ଭାଙ୍ଗିଲେ ବୋଲି ଟ୍ୱିଟ୍‌ରେ ଆକ୍ଷେପ କରିଛନ୍ତି ।ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସେନା ବୋଲି କଡ଼ା ଆଧେପ କରିଛନ୍ତି କଙ୍ଗନା ।

ଏଥିସହ ସେ କହିଛନ୍ତି ମୁମ୍ବାଇ ମୋ ଘର, ମହାରାଷ୍ଟ୍ର ମୋତେ ସବୁକିଛି ଦେଇଛି ।ଶିବାଜୀ ମହାରାଜଙ୍କ ଜନ୍ମଭୂମିରେ ନାରୀଙ୍କ ସମ୍ମାନ ପାଇଁ ରକ୍ତ ବି ଦେଇପାରେ । ତେବେ ଘର ଭଙ୍ଗା ଘଟଣାକୁ ନେଇ ଏବେ ହାଇକୋର୍ଟରେ ପହଁଚିଛନ୍ତି କଙ୍ଗନା ।ମୋ ଘର କୌଣସି ବେଆଇନ ଭାବେ ନର୍ମାଣ ହୋଇନଥିବା କହିଲେ ଅଭିନେତ୍ରୀ କଙ୍ଗନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking