33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଯାଜପୁର ଜିଲ୍ଲାରେ କୋଭିଡ କଟକଣା କଡାକଡି କରାଯିବ: ଜିଲ୍ଲପାଳ

ଯାଜପୁର ଜିଲ୍ଲାରେ କୋଭିଡ କଟକଣା କଡାକଡି କରାଯିବ: ଜିଲ୍ଲପାଳ

ଯାଜପୁର: ଯାଜପୁର ବନ୍ୟା ଯୋଗୁ ଏହି ଜିଲ୍ଲା ରେ କୋଭିଡ କଟକଣା କୋହଳ କରାଯାଇଥିଲା କରୋନା ର ପେଜଟିଭ ସଂଖ୍ୟା ବୃଦ୍ଧି ପାଉଥିବା ରୁ ପୁଣି କଟକଣା କୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପାଳ ଏକ ବାର୍ତ୍ତା ମାଧମ ରେ ଜିଲ୍ଲା ବାସୀ ଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।  ଗତ ସୋମବାର ସୁଦ୍ଧା ମୋଟ 5244 ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ ।  ତନ୍ନମଧ୍ୟ ରୁ ମୋଟ 36667ଜଣ ସୁସ୍ଥ ହୋଇ ଛନ୍ତି ଓ 6ଜଣ ଙ୍କ ପ୍ରାଣ ହାନି ଘଟିଚି ଏବେ 1577ଜଣ ଚିକିତ୍ସା ହେଉଛନ୍ତି । ଦୈନିକ ରକ୍ତ ନମୁନା ସଂଗ୍ରହ କରା ଯାଉ ଥିବାରୁ କରୋନା ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ବନ୍ୟା ପାଣି ଯୋଗୁ ଥଣ୍ଡା କାଶ ଜ୍ୱର ଦେଖା ଦେଇଛି । କରୋନା ସଂକ୍ରମଣ ହେଉଛି ତେଣୁ ବନ୍ୟା ଅଂଚଳ ରେ ରକ୍ତ ନମୁନା ସଂଗହ କରାଯିବ ଓ ଘର ଘର ବୁଲି ସଭେ କରାଯିବ ଓ କୋବିଡ ଆଇନ କୁ କଡା କଡୀ ପାଳନ କରାଯିବ ବୋଲି ଜିଲ୍ଲା ପାଳ ନିଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking