28.1 C
Bhubaneswar
Saturday, April 27, 2024
Homeଓଡିଶା୨ୟ ଏମସିଏଚ ବିଲଡିଂର ଭିତିପ୍ରସ୍ତର ସ୍ଥାପନ

୨ୟ ଏମସିଏଚ ବିଲଡିଂର ଭିତିପ୍ରସ୍ତର ସ୍ଥାପନ

ଯାଜପୁର : ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨ୟ ଏମସିଏଚ ବିଲଡିଂର ଭିତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ବିଲଡିଂଟି ୭ ମହଲା ବିଶିଷ୍ଠ ହେବା ସହ ଏଥିରେ ୨୫୦ଟି ବେଡର ବ୍ୟବସ୍ଥା କରାଯିବ । ଏହି ମହିଳା ଓ ଶିଶୁ ସମେତ ସବୁ ବିଭାଗର ରୋଗୀ ମାନେ ଏଠାରେ ଚିକିତ୍ସିତ ହୋଇପାରିବେ । ଏହି ବିଲ୍ଡିଂ ପାଇଁ ମୋଟ ୩୪ କୋଟି ୬୧ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ ହୋଇଛି । ଏହି ବିଲ୍ଡିଂର ନିର୍ମାଣ ସରିଲେ ଉଭୟ ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲାବାସୀ ଉପକୃତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking