39.1 C
Bhubaneswar
Friday, April 26, 2024
Homeଓଡିଶାଓଡିଆ ଚଳଚିତ୍ର ଆଖିର ଶୁଭ ମହୁରତ ଅନୁଷ୍ଠିତ

ଓଡିଆ ଚଳଚିତ୍ର ଆଖିର ଶୁଭ ମହୁରତ ଅନୁଷ୍ଠିତ

ଯାଜପୁର : ଯାଜପୁର ଜଗନ୍ନାଥ ମନ୍ଦୀର ପରିସରରେ ଓଡିଆ ଚଳଚିତ୍ର ଆଖି ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଜିଲାର ଅଗ୍ରଣୀ ନାଟ୍ୟ ସଂସ୍ଥା ଆହ୍ୱାନ ପ୍ରଡକସନ୍ସ ର ପ୍ରଥମ ଚଳଚିତ୍ର ର ମହୁରତ କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗର ଭାରପ୍ରାପ୍ତ ନିର୍ଦ୍ଧେଶକ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆହ୍ୱାନର ପରାମର୍ଶଦାତା ହୃଷିକେଶ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୁରତ ଉତ୍ସବରେ ଚଳଚିତ୍ର କଳାକାର ବ୍ରଜ ସିଂ, ବାଙ୍କ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଚଳଚିତ୍ରର କାହାଣୀ ,ଚିତ୍ରନାଟ୍ୟ, ସଂଳାପ ଆହ୍ୱାନର ସଭାପତି ବିଶ୍ୱଜିତ୍ ସାହୁ ଦେଇଥିବାବେଳେ ଚଳଚିତ୍ରର ଗୀତ ରଚନା ରଂଜନ କୁମାର ଦାସ ଏବଂ ସଂଗୀତ ନିର୍ଦ୍ଧେଶନା ଦିନେଶ ମଲ୍ଲିକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking