38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ କୁଶପୁତଳିକା ଦାହ

ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ କୁଶପୁତଳିକା ଦାହ

ଯାଜପୁର : ହାଥରସରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସମବେଦନା ଜଣାଇବା ପାଇଁ ରାହୁଲ ଗାନ୍ଧୀ ଯାଉଥବା ସମୟରେ ୟୁପି ପୋଲିସ ଏବଂ ଯୋଗୀ ସରକାରଙ୍କ ଠେଲାପେଲା ଓ ଅଟକ ପ୍ରତିବାଦରେ ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ କୁଶପୁତଳିକା ଦାହ । ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧି ପ୍ରତିମୂର୍ତି ନିକଟରେ ପ୍ରତିବାଦ କରିଥିଲେ । ପରେ ଏକ ପ୍ରତିବାଦ ଯାତ୍ରାରେ ଆସି ଡିଆଡିଏ ଅଫିସ ସମ୍ମୁଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିଛନ୍ତି । ଜିଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ଅଂଚଳ ଦାସ, ପଦ୍ମାକର ଗୁରୁ, ବଳଭଦ୍ର ଦାସ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତିବ୍ର ନିନ୍ଦା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking