32.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ଯାଜପୁର ଜିଲ୍ଲା ପ୍ରଶାସନର ଆଖିରୁ  ନିଦ ଉଡିଛି

ଯାଜପୁର ଜିଲ୍ଲା ପ୍ରଶାସନର ଆଖିରୁ  ନିଦ ଉଡିଛି

ଯାଜପୁର : କରୋନା ପାଇଁ ଯାଜପୁର ଜିଲ୍ଲା ଆତଙ୍କିତ, ପ୍ରଶାସନର ଆଖି ରୁ  ନିଦ ଉଡି ଯାଇଛି ! କଲିକତା ଫେରନ୍ତା ମୁଣ୍ଡ ବ୍ୟଥା ! ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ଭାରତ ର ଶିଳ୍ପ ରାଜଧାନୀ କଳିଙ୍ଗ ନଗର  ଶିଳ୍ପାଂଚ ହବ ରେ ଯାଜପୁର ଜିଲ୍ଲା ର ଯୁବକ ମାନଙ୍କ ନିଯୁକ୍ତି ମିଳିବା ପାଇଁ ରାଜନେତା ପ୍ରଶାସନ ର ଶିଳ୍ପ ସଂସ୍ଥା ଉପରେ ଅଙ୍କୁଶ ନାହିଁ, ସୁକିନ୍ଦା ଅଂଚଳ ର ଆଦିବାସୀ ମାନଙ୍କ ର ଜମି କୁ ଅଧିଗ୍ରହଣ କରାଯାଇ ଶିଳ୍ପ ପ୍ରତିଷ୍ଠା କରାଯାଇଛି !ସେମାନେ ଙ୍କୁ ବିସ୍ଥାପିତ କରାଯାଇଛି, ବିସ୍ଥାପିତ ମାନଂକୁ ମଧ୍ୟ ନିଶ୍ଚିତ ସେବା ମିଳୁ ନାହିଁ !ଶିଳ୍ପସଂସ୍ଥା  ମାନେ 30 ରୁ 40 ଝରଣା  କୁ ପୋତିଦେଇଛନ୍ତି ! ଅନେକ ଜଙ୍ଗଲ ନଷ୍ଟ କରିଛନ୍ତି ଓ ଶିଳ୍ପ ସଂସ୍ଥା ଗୁଡିକ ନିର୍ଗତ ଧୂଆଁ ସୁକିନ୍ଦା, କୋରାଇ ସମେତ ସମଗ୍ର ଜିଲ୍ଲା କୁ ବାୟୁ ପ୍ରଦୂଷଣ କରିବା ସହ କାରଖାନା ର ବର୍ଯ୍ୟ ବସ୍ତୁ ଗୁଡିକ ଗଣ୍ଡା ନାଳ ରେ ଛାଡ଼ି ଦେବା ଫଳ ରେ ଖରସୁଅତ ନଦୀ ପ୍ରଦୂଷିତ ହେଉଛି !ଏହି ଗଣ୍ଡ ନାଳ କୁ ଜୀବନ ରେଖା ଭାବେ ଦାନଗଦି, ବ୍ୟାସନଗର ମୁନିସିପାଲିଟି ଲୋକମାନେ ଏହି ଜଳ କୁ ଚାଷ କାମ ରେ ଲଗାଇବା ସଙ୍ଗେ ସ୍ନାନ କରନ୍ତି !ଏବେ  ଗଣ୍ଡ ନାଳ ଖରସୁଆ ନଦୀ ସାଙ୍ଗେ ମିଶି ଥିବା ରୁ ଯାଜପୁର  ଜିଲ୍ଲା ର ରସୁଲପୁର, କୋରାଇ, ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ର ପାଞ୍ଚ ହଜାର ରୁ ଉର୍ଦ୍ଧ ଏହି ନଦୀ ର  ଜୀବନ ରେଖା ଏ ସମ୍ପର୍କ ରେ ବାରମ୍ବାର ରାଜ୍ୟ ସରକାର ପ୍ରଦୂଷଣ ବୋର୍ଡ଼ ଓ ଜନପ୍ରତିନିଧି ଙ୍କୁ ଦଶ ବର୍ଷ ଧରି ଲୋକ ମାନେ ଦାବି କରିଆସୁଛନ୍ତି କିନ୍ତୁ ଏହି ଦାବି କୁ ଧ୍ୟାନ  ଦିଆ ଯାଉନାହିଁ !ଶାସକ ଦଳ ର ବିଧାୟକ ମାନେ ତୃତୀୟ ମହଲା ର ଛାଟ  କୁ ଭୟ କରି ଚୁପ ହୋଇ ରହିଛନ୍ତି କାଳେ ସେମାନଙ୍କ ର ଟିକେଟ କଟି ଯିବା ଭୟରେ ମୁହଁ ଖୋଲୁ ନାହାନ୍ତି ! ଜିଲ୍ଲା ରେ ନିଯୁକ୍ତି ନ ମିଳିବା ରୁ ଲୋକମାନେ ପଶ୍ଚିମ ବଙ୍ଗ, ହାଇଦରାବାଦ, ମୁମ୍ବାଇ, ସୁରତ, ବାଙ୍ଗାଲୋର, ଚେନାଇ ଏହା ବ୍ୟତୀତ ସାଉଦି ଆରବ, ଦୁବାଇ କୁ ଯାଇ ବୃତ୍ତି ଶ୍ରମିକ ରେ ନିଯୋଜିତ ରହି ଠିକ ଭାବରେ ପଇସା ମିଳୁନାହିଁ !ଏବେ କରୋନା  ଭୟ ରେ ସେଠାରେ କାମ ନ ପାଇଁ ରାଜ୍ୟ କୁ ଫେରି ପାରୁ ନାହାନ୍ତି !ବିଶେଷ କରି ପଶ୍ଚିମବଙ୍ଗ ରୁ  ବହୁ ଶ୍ରମ ଯିବି ଲୁଚି ଛପି ଆସୁଛନ୍ତି !ସେମାନଙ୍କ ଦେହ ରେ କରୋନା ଭୁତାଣୁ ବାହାରିଥିବା ରୁ ଜିଲ୍ଲା ବାସି ଆତଙ୍କିତ ହୋଇଯାଇଛନ୍ତି ଓ ସେମାନେ ସାମାଜିକ ଦୂରତା କୁ ନ ମାନି ଲୁଚି ରହିଥିବା ରୁ ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା କୁ ଦୁଇ ଗୁଣ କରିଛି !ଆମ ଜିଲ୍ଲା ର ଶିଳ୍ପର ରାଜଧାନୀ ଖଣି ଖାଦାନ ରେ ପରିପୂର୍ଣ ରହିଛି ସେଥିରେ ନିଯୁକ୍ତି ର ସୁଭିଧା ଦିଆଯାଉ ନାହିଁ ବାହାର ରାଜ୍ୟ କୁ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ସମ୍ପର୍କୀୟ ଲୋକ ମାନଙ୍କ  ମଧ୍ୟ ତାଙ୍କ ପ୍ରଦେଶ ରୁ କରୋନା ଭୁତାଣୁ ଆଣିବା ଆଶଙ୍କା କରାଯାଉଛି !ଏଠା ରେ  ଜିଲ୍ଲା ନିଯୁକ୍ତି ପାଇ ପାରନ୍ତି ନାହିଁ ଓ ଅନ୍ୟ ରାଜ୍ୟ  ଲୋକ ଙ୍କୁ ନିଯୁକ୍ତି ମିଳୁଛି  ତେଣୁ ବାଧ୍ୟ ହୋଇ ସ୍ୱଳ୍ପ ଦରମା ରେ ଅନ୍ୟ ରାଜ୍ୟ  ରେ କାମକରିବା ପାଇଁ ଯାଉଛନ୍ତି ! ଆମ ରାଜ୍ୟ ର ଜଳ ବାୟୁ, ଭୂମି, ପ୍ରୂଦୁଷିତ କାରଖାନା ଉପରେ କାରଖାନା ଜିଲ୍ଲା ରେ ପ୍ରତିଷ୍ଠା ହେଉଛି, ନିଯୁକ୍ତି ଘର ଶୁନ୍ୟ ହୋଇଯାଇଛି ଅସହାୟ ଲୋକ ମାନେ ଙ୍କୁ ଠିକ ସମୟ ରାସନ ମିଳିପାରୁନି ନାହିଁ  ଓ ଲୋକ ମାନେ ଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି  ନେତାଙ୍କର  ମହାମାରୀ କୋରାନ  ରେ ଦର୍ଶନ ଦୁର୍ଲଭ  ହୋଇଯାଇଛି ସମଗ୍ର ଜିଲ୍ଲା ବାସୀଙ୍କୁ ବିପଦ ରେ ପକାଇ ମା ବିରାଜ ରକ୍ଷା କରିବେ ବୋଲି ବରିଷ୍ଠ ନାଗରିକ ମାନେ କହୁଛନ୍ତି ! ଖବର -ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking