32.1 C
Bhubaneswar
Friday, April 26, 2024
Homeଓଡିଶାକ୍ୟାନ୍ସର ଆକ୍ରାନ୍ତ ବଣ୍ଟି ଙ୍କୁ ଜିଲ୍ଲାପାଳ ସହାୟତାର ହାତ ବଢ଼ାଇଲେ

କ୍ୟାନ୍ସର ଆକ୍ରାନ୍ତ ବଣ୍ଟି ଙ୍କୁ ଜିଲ୍ଲାପାଳ ସହାୟତାର ହାତ ବଢ଼ାଇଲେ

 
ଯାଜପୁର : କ୍ୟାନ୍ସରରେ ଆକ୍ରାନ୍ତ ବଣ୍ଟି ମୁଣ୍ଡିଆ କଷ୍ଟ ପାଉଥିଲା. ତାର ଚିକିତ୍ସା ପାଇଁ ଟଙ୍କା ନଥିଲା, ଏ ସମ୍ପର୍କରେ ଜିଲ୍ଲା ପାଳ ଜାଣି ତାର ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସା ଓ ଜନସ୍ୱାର୍ଥ ଅଧିକାରୀ ବଣ୍ଟି ର ସମସ୍ତ ଚିକିତ୍ସା କରିବା ପାଇଁ ନିର୍ଦେଶ ଦେଇଛନ୍ତି |
ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ବଂଟୀର ମା’ କୀତ୍ତି ମୁଣ୍ଡିଆ ପହଂଚି ଜିଲ୍ଲା ରେଡକ୍ରସ ସମ୍ପାଦକ କୁଳମଣି ନାୟକଙ୍କ ଠାରୁ ସହାୟତା ରାଶି ଗ୍ରହଣ କରିଛନ୍ତି | ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାର୍ଥ ଅଧିକାରୀ ବଂଟୀକୁ ତାର ଘର ଯାଜପୁର ରୋଡ ରୁ ଆମ୍ବୁଲାନ୍ସ ଯୋଗେନେଇ ମୁଖ୍ୟ ଚିକିତ୍ସାଲୟ ଭର୍ତ୍ତି କରିଛନ୍ତି |ଯାଜପୁର ରୋଡ ମୁନିସିପାଲିଟି ର ଚୂନ ଭାଟି ଠାରେ ବଂଟୀର ଘର. ତାର ବାପା ଜଣେ ଯକ୍ଷ୍ମା ରୋଗୀ.| ସେ ଘର ର ଏକମାତ୍ର ରୋଜକାରୀଆ ପୁଅ. ସେ ଆଜିକୁ ଆଠ ମାସ ତଳେ ଇଲେକ୍ଟ୍ରି ଖୁଣ୍ଟରେ ଚଢି କାମ କଲାବେଳେ ପଡିଯାଇ ଗୋଡ଼ ଭାଙ୍ଗି ଯାଇଥିଲା |. ଅର୍ଥ ଅଭାବରୁ ଠିକ ଭାବେ ଚିକିତ୍ସା ନହେବାରୁ, କ୍ୟାନ୍ସର ରେ ପରିଣତ ହୋଇଗଲା. | ପ୍ରଥମେ ସେ କଟକ ବଡ଼ ଡାକ୍ତରଖାନା ରେ ଚିକିତ୍ସା ହେଉଥିଲା.| କିନ୍ତୁ ଅର୍ଥ ଅଭାବରୁ ଫେରି ଆସିଥିଲା.| ଏ ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଖବର ପାଇ, ତାଙ୍କ ସହକର୍ମୀ ଶିଶିର କୁମାର ଜେନା ଏ ସମ୍ପର୍କରେ ଜିଲ୍ଲା ପାଳ ଙ୍କୁ ଜଣାଇ ଥିଲେ |
 

କରୋନା ମହାମାରୀ ତାଣ୍ଡବ ରଚୁଛି


ଯାଜପୁର : ଜିଲ୍ଲା ରେ କରୋନା ମହାମାରୀ ତାଣ୍ଡବ ରଚୁଛି | ପ୍ରତିଦିନ କରୋନା ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି |. ଏହା ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥାର କାରଣ ହୋଇଛି | ଆଜି ଜିଲାରେ ଚାଳିଶି ଜନଣ ରୋଗୀ ବାହାରିଛନ୍ତି. | କୋରେଇ ବ୍ଲକ ରେ ଦଶ ଜନ, ବଡ଼ଚଣା ରେ ସାତ ଜଣ ଧର୍ମଶାଳାରେ ଚଉଦ, ବିଂଝାରପୁର ରେ ପାଞ୍ଚ ଜଣ, ଦଶରଥ ପୁରରେ ଚାରି ଜଣ. ସେମାନଙ୍କୁ ଟାଟା କୋଭିଡ ଡାକ୍ତର ଖାନା, କଳିଙ୍ଗନଗର ରେ ଭର୍ତ୍ତି କରାଯାଇଛି.| ଏମାନେ ଦିଲ୍ଲୀ, ତାମିଲନାଡୁ କଲିକତା, ସାଉଦି ଆରବ, ତ୍ରିପୁରା, ଉତ୍ତର ପ୍ରଦେଶ ମହାରାଷ୍ଟ୍ର ପ୍ରଭୁତି ସ୍ଥାନ ରୁ ଆସି କ୍ଵାରେଣ୍ଟାଇନ ରେ ଥିଲେ |. ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସରପଞ୍ଚ ମାନେ କ୍ଵାରେଣ୍ଟାଇନ ରେ ଥିବାବେଳେ ବିଶେଷ ଧ୍ୟାନ ନଦେଇଥିବାରୁ, ସେ ମାନେ ପରିବାର ସହିତ ମିଶୁଛନ୍ତୁ. |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking