28.1 C
Bhubaneswar
Friday, May 3, 2024
Homeକରୋନାଦେଶରେ ଗୋଟିଏ ଦିନରେ ୩,୩୨,୭୩୦ ସଂକ୍ରମିତ

ଦେଶରେ ଗୋଟିଏ ଦିନରେ ୩,୩୨,୭୩୦ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ ୧୯ର ପ୍ରକୋପ ଭାରତରେ ଦିନକୁ ଦିନ ଉଗ୍ରରୁପ ନେବାରେ ଲାଗିଛି । ପ୍ରତିଦିନ ଗତ ଦିନ ତୁଳନାରେ ଅଧିକ ସଂକ୍ରମିତ ବାହାରୁଛନ୍ତି । ଶୁକ୍ରବାର ଦେଶରେ କରୋନା ସଂକ୍ରମଣଜନିତ ମାମଲାରେ ୩ ଲକ୍ଷରୁ ଅଧିକ କେସ ରେକର୍ଡ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ,ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୭୨୦ ନୂଆ ମାମଲା ରେକର୍ଡ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ପାର୍ ହୋଇ ୧୬୨୬୩୬୯୫ ହୋଇଛି । ଦଶରେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ସଂଖ୍ୟା ୧୮୬୯୨୦ରେ ପହଂଚିଛି ।
ଚଳିତବର୍ଷ ଏପ୍ରିଲରେ କରୋନା କହର ମାଡିଚାଲିଛି । ୧ ଏପ୍ରିଲରୁ ଏପର୍ଯ୍ୟନ୍ତ ଦେଶରେ ୪୧୧୪୩୬୦ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଏପ୍ରିଲରେ ୨୪୪୫୨ ଲୋକଙ୍କ କୋଭିଡ ପାଇଁ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking