32.1 C
Bhubaneswar
Friday, April 26, 2024
Homeଖେଳ୪ର୍ଥ ଟେଷ୍ଟ ପାଇଁ ଆକ୍ସନ ମୁଡରେ କୋହଲୀ

୪ର୍ଥ ଟେଷ୍ଟ ପାଇଁ ଆକ୍ସନ ମୁଡରେ କୋହଲୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚରେ ୭୬ ରନରେ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲୀ ଆକ୍ସନ ମୁଡରେ ଅଛନ୍ତି । ଟିମ ଇଣ୍ଡିଆରେ ବଡ ବଡ ଖେଳାଳୀଙ୍କୁ ଦାୟୀ କରାଯାଇପାରେ । ଯେଉଁଥିରେ ଆଜିଙ୍କ୍ୟା ରାହାଣେ, ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ନାମ ବି ସାମିଲ ରହିଛି । ଏହି ୩ ଜଣ ହିଁ ଟିମ ଇଣ୍ଡିଆର ଫ୍ଲେଇଂ ଇଲେଭେନରେ ଫିଟ ନୁହନ୍ତି ।
ହନୁମା ବିହାରୀଙ୍କ ରେକର୍ଡ ଯଦି ଦେଖିବା, ତେବେ ସେ ନମ୍ବର ୫ରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଆସିପାରନ୍ତି । ସେ ସର୍ବଦା ଟିମର ପ୍ଲେଇଂ ଇଲେଭେନରୁ ବାହାର ଭିତର ହୁଅନ୍ତି । ସେହିଭଳି ଇଶାନ୍ତ ଶର୍ମାଙ୍କ ବଦଳରେ ବିରାଟ କୋହଲୀ  ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦେଇପାରନ୍ତି । ଅନ୍ୟପଟେ ବିରାଟ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ ୩ ଟେଷ୍ଟ ମ୍ୟାଚରେ  ରବିନ୍ଦ୍ର ଜାଡେଜାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking