32.1 C
Bhubaneswar
Friday, April 26, 2024
Homeଅପରାଧସ୍ୱାମୀ ସାଜିଲା ହତ୍ୟାକାରୀ

ସ୍ୱାମୀ ସାଜିଲା ହତ୍ୟାକାରୀ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବୁଲେନ୍ଦ ସହରର ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଜଣେ ସ୍ୱାମୀ ନିଜ ୨ ଝିଅଙ୍କ ପିଟି ପିଟି ମାରି ଦେଇଛି । ୩ୟ ଝିଅର ଅବସ୍ଥା ଅତି ଗରୁତର ଅଛି । ଘଟଣା ଟି ଶିକାରପୁରର ବାରହାଖମ୍ବା ,ଆମ୍ବେଦକର ଅଞ୍ଚଳରେ ଏବେ ଆରୋପୀ ସ୍ୱାମୀକୁ ପୋଲିସ ଖୋଜିବାରେ ଲାଗିଛି ।

ପୋଲିସର ମୁତାବକ ବୁଧବାର ସକାଳୁ ଆମ୍ବେଦକରନଗର ଥିବା ଘରେ ଆରୋପୀ ସୟିଦ ନିଜ ପତ୍ନୀ ଓ ୩ ଜଣ ଝିଅକୁ ହାତୁଡିରେ ଆଘାତ କରିଥିଲା । ଏହି ଆଘାତରେ ସ୍ୱାମୀ ଓ ୨ ଝିଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏବେ ୩ୟ ଝିଅର ଅବସ୍ଥା ଅତ୍ୟଧିକ ଗମ୍ବୀର ଅଛି । ଆରୋପୀ ସ୍ୱାମୀ , ସ୍ତ୍ରୀ ଉପରେ ସବୁବେଳେ ସନ୍ଦେହ କରୁଥିଲା । ଚରିତ୍ର ଉପରେ ସନ୍ଦେହ କରି ସବୁବେଳେ ମାରପିଟ ସହ ଝଗଡା କରୁଥିଲା ।

ପୋଲିସ ମୁତାବକ ଆରୋପୀ ସୟିଦ ଜଣେ ମାନସିକ ରୋଗୀ କୁହାଯାଉଛି  । ଏବେ ପୋଲିସ ଘଟଣା ସ୍ଥଳରେ ମୃତ୍ୟୁ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅନ୍ୟ ଝିଅକୁ ହସ୍ପିଟାଲ ପଠାଇଛି । ଏହାସହ ଏକ ଟିମ ପ୍ରସ୍ତୁତ କରି ଆରୋପୀ ସ୍ୱାମୀକୁ ଖୋଜିବା ସହ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking