28.9 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗଦୁଷ୍କର୍ମ ପରେ ଛାଡି ଚାଲିଗଲେ

ଦୁଷ୍କର୍ମ ପରେ ଛାଡି ଚାଲିଗଲେ

ମୟୁରଭଞ୍ଜ : ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ମୁର୍ମଷୁୁ ଅବସ୍ଥାରେ ଦୁର୍ବୁତ୍ତ ମାନେ ଛାଡି ପଳାଇଛନ୍ତି । ନାବଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ପିଡୀତାଙ୍କର କୌଣସି ପରିଚୟ ମିଳି ପାରିନାହିଁ । ସକାଳେ ୪୯ ନମ୍ବର ଜାତୀୟ ରାଜପଥର ଚଢେଇବଳ ନାଳରେ ମୁର୍ମୁଷୁୁ ଅବସ୍ଥାରେ ଜଣେ ନାବାଳିକାକୁ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲେକେ । ଏନେଇ ଅଞ୍ଚ ବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
ନାବାଳିକାକୁ ଦୁଷ୍କର୍ମ କରିବା ପରେ ଏପରି ଅବସ୍ଥାରେ ଛାଡି ପଳାଇଯାଇଥିବା ପୋଲସ ସୁଚନା ଦେଇଛି । ଏନେଇ କରଞ୍ଜିଆ ପୋଲିସ ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking