24.1 C
Bhubaneswar
Thursday, May 9, 2024
HomeAFC ଏସିଆନ୍ କପ୍ 2023ଏଏଫସି ଏସିଆନ୍ କପ୍ କୁ କେମିତି ଦେଖିବେ ଦର୍ଶକ ?

ଏଏଫସି ଏସିଆନ୍ କପ୍ କୁ କେମିତି ଦେଖିବେ ଦର୍ଶକ ?

ନୂଆଦିଲ୍ଲୀ : ଜାନୁୟାରୀ ୧୨, ୨୦୨୪, ଏଏଫସି ଏସିଆନ୍ କପ୍ ୨୦୨୩ ଆରମ୍ଭ ହେବ, ଯେଉଁଥିରେ ଏସୀୟ ଫୁଟବଲର ଫ୍ଲାଗସିପ୍ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚାରି ବର୍ଷ ପରେ କାତାରରେ ହେବାକୁ ଯାଉଛି । ତେବେ ୧୯୫୦ ଦଶକ ମଧ୍ୟ ଭାଗରେ ଏଏଫ୍‌ସି ଏସିଆନ୍ କପ୍ ଆରମ୍ଭ ହୋଇଥିଲା । ୧୯୫୬ ଏବଂ ୧୯୬୦ ରେ କୋରିଆ ରିପବ୍ଲିକ୍ ପ୍ରଥମ ଦୁଇଟି ସଂସ୍କରଣ ଜିତିଥିବାବେଳେ ଆଇଆର ଇରାନ କ୍ରମାଗତ ତିନିଟି ଟାଇଟଲ ଜିତିଥିଲା । ପରେ ୧୯୯୨ ରେ ଜାପାନ ପ୍ରଥମ ଚାମ୍ପିଅନସିପ୍ ଜିତିଥିଲା । ତେବେ ଆସନ୍ତୁ ଜାଣିନେବା କେଉଁଠି ଦର୍ଶକ ମାନେ ଏହାକୁ ବିନା ପଇସା ଦେଇ ଘରେ ବସି ଦେଖି ପାରିବେ …
କେଉଁଠି ଏଏଫ୍‌ସି ଏସିଆନ୍ କପ୍ ଫୁଟ୍‌ବଲ୍ ଉପଭୋଗ କରିବେ ଦର୍ଶକ?
ସ୍ପୋର୍ଟସ ୧୮ ନେଟୱାର୍କ ଏହି ଟୁର୍ନାମେଣ୍ଟକୁ ଭାରତରେ ସିଧା ପ୍ରସାରଣ କରିବ ।
ଏଏଫ୍‌ସି ଏସିଆନ୍ କପ୍ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ ହେବ?
ଏଏଫ୍‌ସି ଏସିଆନ୍ କପ୍ ଜିଓ ସିନେମା ଆପ୍ ଏବଂ ୱେବସାଇଟ୍ ରେ ସିଧା ପ୍ରସାରଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking