24.1 C
Bhubaneswar
Thursday, May 9, 2024
Homeଓଡିଶାପେଟ୍ରୋଲ ପମ୍ପରେ କେମିତି ହୋଇଥିଲା ବିସ୍ଫୋରଣ

ପେଟ୍ରୋଲ ପମ୍ପରେ କେମିତି ହୋଇଥିଲା ବିସ୍ଫୋରଣ

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ବିସ୍ଫୋରଣର କାରଣ ଆଜି ସାମ୍ନାକୁ ଆସିଛି । ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଙ୍ଗ ବେଳେ ବିସ୍ଫୋରଣ ହୋଇଥିଲା । ଏଲପିଜି ରିଫିଲିଙ୍ଗ ବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ପେସୋ କହିଛି । ବିସ୍ଫୋରଣ ବେଳେ ଟାଙ୍କିରେ ୪.୫ ଟନ୍ ଏଲପିଜି ୧୦ ହଜାର ଲିଟର ପାଣି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking