34.1 C
Bhubaneswar
Friday, March 29, 2024
Homeଓଡିଶାକୋଭିଡ କଟକଣା ଭିତରେ ଖୋଲିପାରେ ସମସ୍ତ ପ୍ରକାର ଧର୍ମାନୁଷ୍ଠାନ

କୋଭିଡ କଟକଣା ଭିତରେ ଖୋଲିପାରେ ସମସ୍ତ ପ୍ରକାର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସବୁ ଧର୍ମର ଧର୍ମାନୁଷ୍ଠାନ ଖୋଲିନା ବ୍ୟବସ୍ଥା ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ କଟକଣା ଭିତରେ ବ୍ୟବସ୍ଥା କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଦୃଷ୍ଟିରୁ ପର୍ଯ୍ୟାୟ ଭିତ୍ତିରେ ଖୋଲିବା ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଦେବୋତ୍ତର ବିଭାଗ ଅଧିନରେ ଥିବା ମନ୍ଦିର ଖୋଲିବା କଥା କହିଥିଲେ । ତେବେ ମନ୍ଦିର ଖୋଲିବାକୁ ନେଇ ପୂର୍ବରୁ ଅନେକ ପ୍ରତିବାଦ କରାଯାଇଛି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଦାବି ହେବ ପରେ ଏବେ ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking