28.4 C
Bhubaneswar
Tuesday, June 23, 2026
Homeଓଡିଶାବିଜେଡି ଅନାସ୍ଥା ଆଣୁ ସମର୍ଥନ ଦେବୁ: ଭକ୍ତ

ବିଜେଡି ଅନାସ୍ଥା ଆଣୁ ସମର୍ଥନ ଦେବୁ: ଭକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ କହିଲେ ପିସିସି ସଭାପତି ଭକ୍ତ ଦାସମ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରେସ୍‌ମିଟ୍‌ କରି କହିଛନ୍ତି ଯେ ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତା ସହ ଲଢୁଛି, ଅନାସ୍ଥା ପ୍ରସ୍ତାବ ଆଣୁ। ବିଧାନସଭାରେ ସରକାର ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ। ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ ଦେବୁ। ନଚେତ୍ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ, ବିଜେଡି ସମର୍ଥନ ଦେଉ। ବାଲେଶ୍ବର ଘଟଣାକୁ ନେଇ ଆମେ ଲଜ୍ଜିତ, କିନ୍ତୁ ସରକାର ଲଜ୍ଜିତ ନାହାନ୍ତି। ସରକାର ଏବେବି ନୀରବଦ୍ରଷ୍ଟା, ମହିଳା କମିଶନ ଗଠନ ହୋଇପାରିଲା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking