28.1 C
Bhubaneswar
Monday, May 4, 2026
Homeଓଡିଶାଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ

ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ

ଭୁବନେଶ୍ୱର: ବଳଙ୍ଗା  ଥାନା ଘେରାଉ କଲା ବିଜେଡି । ସରକାରଙ୍କ  ଉପରେ ବର୍ଷିଲା ବିଜେଡି ।  ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି । ୪୮ ଘଣ୍ଟାରେ  ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛି । ଏଥିସହ ପୁରୀ – ଭୁବନେଶ୍ୱର ରାସ୍ତା ଜାମ କରିବାକୁ ଚେତାବନୀ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking