29.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶା ଆସିବେ ଅମିତ ଶାହ

ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୮ ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ଯୋଗ ଦେବେ ଗୃହ ମନ୍ତ୍ରୀ ଅମିତ ଶାହା । ଏ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ନାଗରିକ ସଂଶୋଧନ ଆଇନ ପ୍ରଣୟନର ସମର୍ଥନ ଲାଗି ଏହି ବିଶାଳ ଜନ ସଭା ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏଥିରେ ୧ଲକ୍ଷ ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖରେ ମହାପ୍ରଭୁ ଲିଙ୍ଗରାଜ ଏବଂ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।
https://onakhabar.com/2020/02/16/pm-modi-visit-to-varanasi-today/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking