29.1 C
Bhubaneswar
Saturday, April 27, 2024
Homeଓଡିଶାହୋଲିରେ କିପରି ରଖିବେ କେଶ ଓ ତ୍ୱଚାର ଯତ୍ନ

ହୋଲିରେ କିପରି ରଖିବେ କେଶ ଓ ତ୍ୱଚାର ଯତ୍ନ

ଭୁବନେଶ୍ୱର: ହୋଲି ପର୍ବତ ସମସ୍ତେ ପାଳନ କରନ୍ତି ଆଉ ରଙ୍ଗ ଖେଳିବାକୁ ସବୁ ଭଲ ପାଆନ୍ତି । ହେଲେ ରଙ୍ଗ ଖେଳିସାରିବା ପରେ ଏହା ଦେହରୁ ଛାଡିବା ବଡ କଷ୍ଟକର ହୋଇପଡେ । କିପରି ରଖିବେ ତ୍ୱଚାକୁ ରଙ୍ଗ ମୁକ୍ତ ଆପଣାନ୍ତୁ କିଛି ଘୋରୋଇ ଟିପ୍ସ…

  • ହୋଲି ଖେଳିବାକୁ ଯିବା ପୂର୍ବରୁ ନିଜ କେଶରେ ତେଲ ନିହାତି ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶକୁ ସହଜରେ ରଙ୍ଗ ଧରିବ ନାହିଁ ଓ ଯଦି କେଶ କଲର କରିଥାନ୍ତି ତେବେ ତାକୁ ଖରାପ ହେବାକୁ ଦେବ ନାହିଁ ।ଏହା ସହ କେଶକୁ ପ୍ରେଟେକ୍ଟ କରିବ ।
  • ଶରୀରର ବିଭିନ୍ନ ଅଶଂରେ ସନସ୍କିନ ଲୋଶନ ନିହାତି ଲଗାନ୍ତୁ । ଆପଣ ଚାହିଁଲେ ଭେସଲିନ୍ ବି ଲଗାଇ ପାରିବେ ।
  • ନିଶ୍ଚିତ ନଖରେ ନେଲପଲିସ୍ ଲଗାନ୍ତୁ ।ଯାହା ଆପଣଙ୍କ ନଖକୁ ବି କଲର ମୁକ୍ତ ରଖିବ ।
  • ରଙ୍ଗ ଖେଳିସାରିବା ପରେ ହରବାଲ ସାବୁନ ବ୍ୟବହାର କରନ୍ତୁ ଯାହା ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking