30.1 C
Bhubaneswar
Thursday, April 25, 2024
Homeଓଡିଶା୭ଜଣ କଂଗ୍ରେସ ସାଂସଦ ନିଲମ୍ବିତ

୭ଜଣ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ଚଳିତ ଅଧିବେଶନ କାଳରେ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ୭ ଜଣ କଂଗ୍ରେସ ବିଧାୟକଙ୍କ ପାଇଁ ମହଙ୍ଗା ହୋଇଛି । ଲୋକସଭାରେ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ଜଣ ବିଶୃଙ୍ଖଳିତ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଫଳରେ କଂଗ୍ରେସର ଏହି ୭ ଜଣ ସାଂସଦ ଚଳିତ ଅଧିବେଶନର ବାକିଥିବା କାର୍ଯ୍ୟଦିବସ ଗୁଡ଼ିକରେ ଅଂଶ ଗ୍ରହଣ କରିପାରିବେ ନାହିଁ ।
ନିଲମ୍ବିତ ହୋଇଥିବା ଏହି ୭ କଂଗ୍ରେସ ସାଂସଦ ହେଉଛନ୍ତି ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବା ସହ ଗୃହରେ ହଙ୍ଗାମା କରିଥିଲେ । ତେବେ ସେମାନଙ୍କୁ ନିଲମ୍ବନ କରାଯିବା ପରେ ଗୃହ ମୁଲତବୀ କରାଯାଇଛି ।
https://onakhabar.com/2020/03/05/rajayasabha-election/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking