30.1 C
Bhubaneswar
Monday, May 6, 2024
Homeଓଡିଶାରମାଦେବୀରେ ଛାତ୍ରୀଙ୍କ ବିକ୍ଷୋଭ

ରମାଦେବୀରେ ଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ । +୩ ଦ୍ୱିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀ କରୁଛନ୍ତି ବିକ୍ଷୋଭ । ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଛାତ୍ରୀ ବସିଛନ୍ତି ଧାରଣାରେ । ପ୍ରବଳ ଖରା ଯୋଗୁଁ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନଥିବାରୁ ପ୍ରତିବାଦ କରିଛନ୍ତି । ଆସନ୍ତା ୩୦ ତାରିଖରୁ ମେ ୧୮ ତାରିଖ ଯାଏଁ ପରୀକ୍ଷା ରହିଛି ।

 

ଆଜି ୨ୟ ପର୍ଯ୍ୟାୟ ଭୋଟ୍‌; ୮୮ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୨୦୨ ପ୍ରାର୍ଥୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking