ଆଜି ୨ୟ ପର୍ଯ୍ୟାୟ ଭୋଟ୍‌; ୮୮ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୨୦୨ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆଜି । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୮ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ଆୟୋଗ ୨ୟ ପର୍ଯ୍ୟାୟ ପାଇଁ ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ମଧ୍ୟପ୍ରଦେଶର ବେତୁଲ ଆସନରେ ବିଏସ୍‌ପି ପ୍ରାର୍ଥୀଙ୍କ ଅକସ୍ମାତ୍ ମୃତ୍ୟୁ ହୋଇଯିବା କାରଣରୁ ଏହି ଆସନକୁ ଏହି ପର୍ଯ୍ୟାୟରୁ ବାଦ୍ ଦିଆଯାଇଛି … Continue reading ଆଜି ୨ୟ ପର୍ଯ୍ୟାୟ ଭୋଟ୍‌; ୮୮ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୨୦୨ ପ୍ରାର୍ଥୀ