28.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଷାରେ ଉବୁଟୁବୁ ରାଜଧାନୀ

ବର୍ଷାରେ ଉବୁଟୁବୁ ରାଜଧାନୀ

ଭୁବନେଶ୍ୱର : ରାଜ୍ୟରେ ଅସହାୟ ତାତିକୁ ବଢି ଚାଲିଥିଲା ଗରମ । ଏହାରିମଧ୍ୟରେ ଆଜି ରାଜ୍ୟର ସ୍ଥାନେ ସ୍ଥାନେ ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇ ତଳିଆ ଅଂଚଳ ଜଳମଗ୍ନ ହୋଇଯାଇଛି । ଏମିତିକି ପାଣି ଜମିବାରୁ ଯାତାୟାତ ଉପରେ ବେଶ ପ୍ରଭା ପକାଇଛି । ଭୁବନେଶ୍ୱରର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କାର ଓ ଅନ୍ୟ ମୋଟର ଯାନ ବୁଡ଼ିଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଜୟଦେବ ବିହାର, ବାଣିବିହାର, ଆଚାର୍ଯ୍ୟ ବିହାର ଛକରେ ଆଂଠୁଏ ଆଂଠୁଏ ପାଣିର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ପ୍ରାୟ ଦେଢ଼ ଘଣ୍ଟା ହେବ ଭୁବନେଶ୍ୱରରେ ବର୍ଷା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking