28.1 C
Bhubaneswar
Saturday, May 11, 2024
Homeଓଡିଶା୫ ଦିନ ଯାଏଁ ଝଡ ବର୍ଷା !

୫ ଦିନ ଯାଏଁ ଝଡ ବର୍ଷା !

ଭୁବନେଶ୍ୱର :ଆଗାମୀ ୫ ଦିନ ଯାଏଁ ଅଧିକାଂଶ ଜିଲ୍ଲା ରେ ଝଡ ବର୍ଷା ସହ ବଜ୍ରପାତ ଆଶଙ୍କା । ଘଡଘଡି ସହ ବର୍ଷା ନେଇ ରାଜ୍ୟର ୧୩ ଜିଲ୍ଲା କୁ ୟେଲୋ ବ୍ୱାର୍ଣ୍ଣି ଜାରି । ୧୩ ଟି ଜିଲ୍ଲା ଗୁଡିକ ହେଲା । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, କେନ୍ଦୁଝର, ଓ ମୟୁରଭଂଜ । ବର୍ଷା ସହ ୩୦-୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking