30.1 C
Bhubaneswar
Wednesday, May 1, 2024
Homeଓଡିଶାଏସ୍‌ସିବିରୁ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଏସ୍‌ସିବିରୁ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ଏସ୍‌ସିବିରୁ ଫେରାର କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର । କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ସୂଚନା ଅନୁସାରେ ମୃତ କଏଦୀ ହେଉଛି କାଳିଆପାଣି ଥାନା ପନାସିଆର ଶୁକ୍ରା ମୁଣ୍ଡା । ସେ ଗତକାଲି ଏସ୍‌ସିବି ମେଡିକାଲରୁ ଚମ୍ପଟ ମାରିଥିବାର ସୂଚନା ମିଳିଛି । ହତ୍ୟା ମାମଲାରେ ଆଠଗଡ ଜେଲ୍‌ରେ ଆଜୀବନ ସଜା କାଟୁଥିଲା । ଟିବି ରୋଗରେ ଆକ୍ରାନ୍ତ ହେବାରୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା ।

୩୪ ଗ୍ରାମ ବ୍ରାଉନ ସୁଗାର ଜବତ ; ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking