୩୪ ଗ୍ରାମ ବ୍ରାଉନ ସୁଗାର ଜବତ ; ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ନୟାଗଡ଼ : ଜନସେବା କେନ୍ଦ୍ରରେ ବିକୁଥିଲେ ଧଳା ଜହର। ଗ୍ରାହକ ସାଜି ବ୍ରାଉନ ସୁଗାର ବେପାରୀକୁ ଧରିଲା ଅବକାରୀ ବିଭାଗ। ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି। ଅବକାରୀ ବିଭାଗ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।  ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜ୍ଞାନରଞ୍ଜନ ମହାନ୍ତି। ଖଣ୍ଡପଡ଼ା ଥାନା ଢୋଲମରା ଛକରେ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର ରହିଛି। ଦୀର୍ଘଦିନ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର କରିବା … Continue reading ୩୪ ଗ୍ରାମ ବ୍ରାଉନ ସୁଗାର ଜବତ ; ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ