40.1 C
Bhubaneswar
Saturday, April 27, 2024
Homeଓଡିଶାଶଂଖ ଭବନରେ ଛାତ୍ରନେତାଙ୍କୁ ଗୁରୁମନ୍ତ୍ର

ଶଂଖ ଭବନରେ ଛାତ୍ରନେତାଙ୍କୁ ଗୁରୁମନ୍ତ୍ର

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଛାତ୍ର ସଙ୍ଗଠନକୁ ସକ୍ରିୟ କରିବାକୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ବୈଠକ ଅନୁଷ୍ଠିତ ହେଉଛି । ଦଳର ସାଙ୍ଗଠନିକ ସମ୍ବାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଛନ୍ତି ।

ସାରା ରାଜ୍ୟର ଦଳର ଛାତ୍ର ସଙ୍ଗଠନର ପଦୟ ପଦବୀରେ ଥିବା ଛାତ୍ରମାନେ ବୈଠକରେ ଯୋଗଦେଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାର ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେବେ ଦଳର ବରିଷ୍ଠ ନେତା । ବିଶେଷକରି ସୋସିଆଲ ମିଡିଆରେ କିଭଳି ପ୍ରତିପକ୍ଷଙ୍କୁ ଯବାବ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମଳିଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking