29.1 C
Bhubaneswar
Saturday, April 27, 2024
Homeଓଡିଶାଘରୋଇ ଡ଼ାକ୍ତରଙ୍କ ପାଇଁ ଜାରି ହେଲା ଗାଇଡ଼ଲାଇନ

ଘରୋଇ ଡ଼ାକ୍ତରଙ୍କ ପାଇଁ ଜାରି ହେଲା ଗାଇଡ଼ଲାଇନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରୋଗୀ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁସରକାର ଗାଇଡ଼ଲାଇନ ଜାରି କରିଛନ୍ତି । ବିଭନ୍ନ ନର୍ସିଂ ହୋମ ଓ ଘରୋଇ କ୍ଲିନିକରେ ରୋଗୀ ସେବା ଯୋଗାଇ ଦେଉଥିବା ଡ଼ାକ୍ତରମାନେ ଜ୍ୱରରେ ଆକ୍ରାନ୍ତ ହେଲେ ସେମାନେ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନରେ ରହିବେ । ହାତ ଧୋଇବା ସହ ସାନିଟାଇଜା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିବ । ରକ୍ତଚାପ ଉପକରଣ , ଷ୍ଟେଥୋସ୍କୋପ , ଥର୍କୋମିଟରର ବିଶୋଧନ ହେବା ଜରୁରୀ ଅଟେ । ପ୍ରତି ରୋଗୀର ବ୍ୟବହାର ପରେ ସମସ୍ତ ଉପକାଣକୁ ବିଶୋଧନ କରାଯିବ । ଏଥିସହ କ୍ଲିନିକକୁ ଆସୁଥିବା ପ୍ରତି ରୋଗୀଙ୍କ ପଞ୍ଜିକରଣ ହେବ । କିପରି ସାମାଜିକ ଦୁରତାକୁ ପାଳନ କରାଯିବ ସେହି ଦାହିତ୍ୱ ଡ଼ାକ୍ତରଙ୍କର ରହିବ ।ଏହି କାର୍ଯ୍ୟ ରେ ଅବହେଳା କଲେ ଡ଼ାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking