27.1 C
Bhubaneswar
Wednesday, May 8, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବନ୍ଧୁ ସହଯୋଗ ମିଳିବ । ଜୁଲମରେ ପଡ଼ିପାରନ୍ତି । ପ୍ରତିଦ୍ୱନ୍ଦିତାରେ ଲାଭବାନ୍ ହେବେ । ଚାକିରୀରେ ପଦୋନ୍ନତି ହୋଇପାରେ । ଦେବଦର୍ଶନ କରିପାରନ୍ତି । ବନ୍ଧୁ ସହଯୋଗ ମନାନ୍ତର ହେବ ।
ବୃଷ : ଯାତ୍ରାଦିରୁ ଆନନ୍ଦ ପାଇବେ । ଅଧିକାର ପ୍ରତି ସଚେତନ ହେବେ । ଶତ୍ରୁଦ୍ୱାରା ପ୍ରଭାବିତ ହେବେ । ସୁ-ସମ୍ବାଦ ପାଇପାରନ୍ତି । ପରିବେଶ ଲାଭଜନକ ଲାଭ ହେବ । ବ୍ୟୟଭାର ବଢ଼ିବ ।
ମିଥୁନ : ଆଜି ଗୃହରେ କଳହ ଉପୁଜିବ । ସମାନ୍ୟ ଲାଭ ହେବ । ସ୍ମରଣ ହାନି ଘଟିପାରେ । ଗୃହରେ କାର୍ଯ୍ୟ ବ୍ୟସ୍ତ ରହିବେ । ଅଭିଜ୍ଞତା ବଢ଼ିବ । ଶୁଭ ବାର୍ତା ମିଳିବ । କାର୍ଯ୍ୟରେ ବାଧା ଘଟିବ ।
କର୍କଟ : ଆଜି ସକାଳୁ ଦୂର ଯାତ୍ରା କରିପାରନ୍ତି । ନିଷ୍ପତି ବଦଳାଇବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଶାରୀରିକ କଷ୍ଟ ଭୋଗିପାରନ୍ତି । କାର୍ଯ୍ୟଭାର ବଢ଼ିବ । ଅନ୍ୟକୁ ସାହାଯ୍ୟ କରିବେ ।
ସିଂହ : ଅସୁବିଧାରେ ପଡ଼ିପାରନ୍ତି । ଗୃହକାର୍ଯ୍ୟରେ ଆଗ୍ରହୀ ହେବେ । ବ୍ୟବସାୟରେ ଲାଭ ପାଇବେ । ନୂତନ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଖୁସି ଅନୁଭବ କରିବେ ।
କନ୍ୟା : ଆର୍ଥିକ ଅବସ୍ଥାରେ ପରିବର୍ତନ ହେବ । ନିଜର ବ୍ୟବସାୟକୁ ସମ୍ଭାଳିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ । ସମସ୍ୟାରେ ପଡ଼ି ଅଶାନ୍ତି ହେବେ । ଅର୍ଥ ବ୍ୟୟ ହେବ ।
ତୁଳା : ଆଜି ମନ ସର୍ବଦା ଖୁସି ରହିବେ । ଚାହୁଁଥିବା ସାହାଯ୍ୟ ପାଇବେ । ବନ୍ଧୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ବ୍ୟୟ ବଢ଼ିବାରୁ ଅନୁତପ୍ତ ହେବେ ।
ବିଛା : ଆଜି ଦିନ ସାରା ବ୍ୟସ୍ତ ରହିବେ । କଳହାଦିରେ ଜଡ଼ିତ ହେବେ । ନିଜ କାର୍ଯ୍ୟରେ ସାରାଦିନ ଲାଗି ରହିବେ । ବିଭିନ୍ନ ଦିଗରୁ ଅସୁବିଧା ବଢ଼ିବ । ଗୁପ୍ତରେ ଆଘାତ ପାଇପାରନ୍ତି ।
ଧନୁ : ଆୟରେ ଉନ୍ନତି ଘଟିବ । ପରିବାରରେ ଆଶାନ୍ତି ବଢ଼ିବ । କାର୍ଯ୍ୟକ୍ଷେତ୍ରରେ କଷ୍ଟ ପାଇବେ । ଅଟକିଥିବା ଅର୍ଥ ମିଳିପାରେ । ସଫଳତାର ନିକଟତର ହେବେ । ଆୟପନ୍ଥା ବଢ଼ିବ ।
ମକର : ଆଜି ମାନସିକ ଦ୍ୱନ୍ଦ ଅନୁଭବ କରିବେ । ଅର୍ଥ ବିନିଯୋଗ କରିବେ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ମାନସିକ ଉତେଜନା ଭୋଗିବେ । ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ : ଆଜି ଦାୟିତ୍ୱ ଅଧିକ ବଢ଼ିବ । ସ୍ଥାନାନ୍ତର ଘଟିବାରେ ମନରେ ଆନନ୍ଦ ଅନୁଭବ କରିବେ । ମନ ଅଶାନ୍ତି ରହିବ । ଅର୍ଥ ସଂଚୟ କରିବେ । କାର୍ଯ୍ୟରେ ସଫଳତା ମିଳିବ ।
ମୀନ : କର୍ମରୁ ଆଗ୍ରହ ହରାଇବେ । ବନ୍ଧୁ ମେଳରେ ଦିନଟି କଟିବ । ପଡ଼ୋଶୀଙ୍କ ପାଇଁ ଚିନ୍ତା ବଢ଼ିବ । ବ୍ୟୟ ମଧ୍ୟ ବଢ଼ିବ । ଯୋଗା ଯୋଗରେ ସଫଳ ହେବେ । ଗୃହ ଉପକରଣ ସଂଗ୍ରହ କରିବେ । କାର୍ଯ୍ୟରେ ସଫଳ ହେବେ । ଅଜଣାତରେ କ୍ଷତି ସହିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking