28.1 C
Bhubaneswar
Saturday, April 27, 2024
Homeଅପରାଧ୧୮୧ କୋଟି ଜିଏସଟି ଫାଙ୍କି: ୨ଗିରଫ

୧୮୧ କୋଟି ଜିଏସଟି ଫାଙ୍କି: ୨ଗିରଫ

ରାଉରକେଲା: ଜିଏସଟି ଠକିବା ଅଭିଯୋଗରେ ୨ବ୍ୟବସାୟୀ ଗିରଫ । ଉଭୟ ବ୍ୟବସାୟୀ ପ୍ରାୟ ୧୮୧କୋଟି ଟଙ୍କା ଜିଏସଟି ଠକିଥିବା ଜଣାପଡିଛି । ପରିବାରର ସଦସ୍ୟଙ୍କ ନାଁରେ ଆକାଉଣ୍ଟ ଖୋଲି ଜିଏସଟି ଠକିଥିବା ସୂଚନା ମିଳିଛି । ଦୁହିଁଙ୍କୁ ଗିରଫ ପରେ ଜିଏସଟି ଟିମ ଭୁବନେଶ୍ୱର ଅଫିସ ଆଣୁଥିବା ଜଣାପଡିଛି । ଜିଏସଟି ଠକେଇ ନେଇ ଉଦିତ ନଗର ଥାନାରେ ଜେରା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଜିଏସଟି ଟିମ ସୂଜନା ଦେଇଛନ୍ତି ।
https://onakhabar.com/2020/01/23/mayurbhanj-story/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking