38.1 C
Bhubaneswar
Friday, April 26, 2024
Homeଓଡିଶାସାବଧାନ : ଟାର୍ଗେଟରେ ଅଧ୍ୟାପକ, ଜଣାନ୍ତୁ କାରଣ...

ସାବଧାନ : ଟାର୍ଗେଟରେ ଅଧ୍ୟାପକ, ଜଣାନ୍ତୁ କାରଣ…

ଭୁବନେଶ୍ୱର: କଟକଣା ସତ୍ତ୍ୱେ ସରକାରୀ ଅଧ୍ୟାପକମାନେ ଟ୍ୟୁସନ କରୁଥିବା ଜଣାପଡ଼ିଛି । ଏଣିକି ସାବଧାନ ହୋଇଯାଆନ୍ତୁ ନଚେତ ହେବେ ହଇରାଣ । ଜଣାପଡ଼ିଛି ସରକାରୀ ଚାକିରି କରି ଘରୋଇ ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ଉପରେ ସରକାର ଆକ୍ସନ ନେଇପାରନ୍ତି । ଏନେଇ କିଛି ଅଧ୍ୟାପକ ଏବେ ସରକାରଙ୍କ ନଜରରେ ଥିବା ଜଣାପଡ଼ିଛି । ସଠିକ ରିପୋର୍ଟ ଜଣାପଡ଼ି ନ ଥିଲେ ମଧ୍ୟ ୧୨୦ ରୁ ୧୩୦ ଜଣ ଅଧ୍ୟାପକ ଥିବା ଜଣାପଡ଼ିଛି । ସରକାରଙ୍କଠାରୁ ଦରମା ନେଇ ଘରୋଇ ଟ୍ୟୁସନ ଓ ଘରୋଇ କଲେଜରେ ପାଠ ପଢ଼ାଉଥିବା ଅଧ୍ୟାପକମାନଙ୍କ ଉପରେ ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହି ଅଧ୍ୟାପକମାନଙ୍କ ଘର ମୁଖ୍ୟତଃ ପୁରୀ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର ଆଦି ଅଂଚଳରେ ବୋଲି ଜଣାପଡ଼ିଛି ।
https://onakhabar.com/2020/01/27/corona-virus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking