23.1 C
Bhubaneswar
Tuesday, March 19, 2024
Homeଓଡିଶାକୋଲାବ ଜଳଭଣ୍ଡାରରୁ ଯୁବତୀର ମୃତଦେହ ଉଦ୍ଧାର

କୋଲାବ ଜଳଭଣ୍ଡାରରୁ ଯୁବତୀର ମୃତଦେହ ଉଦ୍ଧାର

କୋରପୁଟ : କୋରପୁଟ ନିକଟସ୍ଥ ଡୁରୁଗୁଡ଼ା କୋଲାବ ଜଳଭଣ୍ଡାର ରୁ ଜଣେ ଯୁବତୀର ମୃତ ଦେହ ଉଦ୍ଧାର କରାଯାଇଛି । ପଣସପୁଟ ଗ୍ରାମର ରୁବି ଖାଲ ପଡିଆ ବରୁଗୁଡାର ଜଣକ ଘରେ ରହି କାମ କରୁଥିଲା ବୋଲି ସନିଆ ରୁଢ଼ାଇ ସୂଚନା ଦେଇଥିଲେ । ରୁବିର ମୃତ୍ୟୁକୁ ନେଇ ସନ୍ଦେହ ଅଭିଯୋଗ କରିଛନ୍ତି ସନିଆ । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking