28.1 C
Bhubaneswar
Saturday, April 27, 2024
Homeଅପରାଧଗଣଦୁଷର୍ମ ପରେ ହତ୍ୟା

ଗଣଦୁଷର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଦେବଘର ଅନ୍ତର୍ଗତ ଠଢିଆର ଗ୍ରାମରେ ଲକ ଡାଉନ ସମୟରେ ଘରୁ ବାହାରିଥିବା ଜଣେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି ଅଭିଯୁକ୍ତ । ତାଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତିନି ଜଣ ଅଭିଯୁକ୍ତଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ପୋଲିସର ସୂଚନା ଅନୁସାରେ, ନାବାଳିକା ଜଣକ ଏପ୍ରିଲ ୮ରେ ଅପରାହ୍ନ ସମୟରେ କପଡା ସିଲେଇ କରିବାକୁ ସାଇକେଲ ନେଇ ପାଖ ଗାଁକୁ ଯାଇଥିଲେ । ମାତ୍ର ଏହାପରେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖାଜାଖୋଜି କରିବା ପରେ ବି ବାଳିକା ଜଣକର କୌଣସି ପତା ମିଳିନଥିଲା । ଏହାପରେ ବାଧ୍ୟ ହୋଇ ପରିବାର ପକ୍ଷରୁ ଗୁରୁବାର ଦିନ ମୋହନପୁର ଥାନାରେ ଏତଲା ଦିଆଯାଇଥିଲା । ପରେ ଶୁକ୍ରବାର ଦିନ ନିକଟ ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking