29.1 C
Bhubaneswar
Friday, May 10, 2024
Homeଓଡିଶା୪ ବରିଷ୍ଠ ଆଇଏଏସ ହେଲେ ଏସିଏସ

୪ ବରିଷ୍ଠ ଆଇଏଏସ ହେଲେ ଏସିଏସ

ଭୁବନେଶ୍ୱର: ୪ ବରିଷ୍ଠ ଆଇଏଏସ ହୋଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ୪ ଆଇଏଏସ ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ, ବିଜୟ ଆରୋରା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୨ ଆଇଏଏସଙ୍କୁ ପଦୋନ୍ନତି ମିଳିଛି । ଆଇଏଏସ ଜି ଶ୍ରୀନିବାସ, ଆରତି ଆହୁଜାଙ୍କୁ ପଦୋନ୍ନତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking