28.1 C
Bhubaneswar
Tuesday, May 21, 2024
Homeଓଡିଶାହାତୀଦାନ୍ତ ଜବତ ; ୨ ଗିରଫ

ହାତୀଦାନ୍ତ ଜବତ ; ୨ ଗିରଫ

ରାୟଗଡା : ବେଆଇନ ଭାବେ ହାତୀଦାନ୍ତ ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଧରାପଡିଲା ବ୍ୟବସାୟୀ । ହାତୀଦାନ୍ତକୁ ଜବତ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପୋଲିସ ପଚାର ଉଚରା କରିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ାରୁ । ସୂଚନା ଅନୁଯାୟୀ,ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ଅଞ୍ଚଳରେ ବ୍ୟବସାୟୀ ହାତୀଦାନ୍ତ ରଖିଥିବାର ଖବର କୌଣସି ସୂତ୍ରରୁ ପୋଲିସକୁ ମିଳିଥିଲା । ଏହାପରେ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଚଢ଼ଉବେଳେ ପୋଲିସ ତାଙ୍କଠାରୁ ଦୁଇଟି ହାତୀଦାନ୍ତ ଜବତ କରିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking