32.1 C
Bhubaneswar
Friday, April 26, 2024
Homeଓଡିଶାହାତୀ ଘଉଡ଼ାଇ ଫେରୂଥିବା ବେଳେ ବନବିଭାଗ ଗାଡି ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ସାତବନ କର୍ମଚାରୀ

ହାତୀ ଘଉଡ଼ାଇ ଫେରୂଥିବା ବେଳେ ବନବିଭାଗ ଗାଡି ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ସାତବନ କର୍ମଚାରୀ

ତେଲକୋଇ : ହାତୀ ଘଉଡ଼ାଇ ଫେରୁଥିବା ବେଳେ ତେଲକୋଇ ବନବିଭାଗ ର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଗତକାଲି ରାତିରେ ବନ୍ଦନଝରି ଗାଁରେ ହାତୀ ଉପଦ୍ରବ ଖବରପାଇ ବନବିଭାଗ କର୍ମଚାରୀ ଏକ ବୋଲେରୋ ଯୋଗେ ସାତ କର୍ମଚାରୀ ଏକ ବୋଲେରୋ ଯୋଗେ ହାତୀପଲକୁ ଘଉଡାଇବା ପାଇଁ ଯାଇଥିଲେ ।ହାତୀ ଘଉଡ଼ାଇ ଅଫସକୁ ଫେରୁଥିବା ବେଳେ ବାଲିଶର ଗାଁ ଛକ ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଗାଡି ଟି ରାସ୍ତା କଡ ଗଛରେ ପିଟି ହୋଇ ଯାଇଥିଲା ।ଫଳରେ ଗାଡ଼ିରେ ଥିବା ସାତଜଣ କର୍ମଚାରୀ ସାମାନ୍ୟ ଖଣ୍ଡିଆ ଖାବରା ହୋଇ ଦୂର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking