28.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୧୨ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର: କରୋନା ନେଲା ଆଉ ୧୨ ଜଣଙ୍କ ଜୀବନ। ଗତକାଲି ମଧ୍ୟ ୧୨ ଜଣ କରୋନାରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୬୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଆଜି ରାଜ୍ୟରେ ୧୪୭୪ କୋରନା ପଜେଟିଭ୍ ।ଆକ୍ରାନ୍ତଙ୍କ ସଂଖ୍ୟା କୁନେଇ ରାଜ୍ୟରେ ମୋଟ ୨ ଲକ୍ଷ ୯୫ହଜାର ୮୮୯ ସଂଖ୍ୟାକୁ ବୃଦ୍ଧି ହେଇଛି । ଏଥିରୁ ୮୫୫ କ୍ୱାରେନ୍‌ଟାଇନ୍‌ରୁ ଓ ୬୧୯ ଲୋକାଲ୍ କେସ୍ । ରାଜ୍ୟରେ ଏବେଯାଏଁ ସୁସ୍ଥ ହେଇଛନ୍ତି ୨ ଲକ୍ଷ ୯୫ ହଜାର ୮୮୯ ଓ ଆକ୍ଟଭ୍ ଅଛନ୍ତି ୧୩ ହଜାର ୯୧୯ଜଣ । ସର୍ବାଧକ ଖୋର୍ଦ୍ଧାରୁ ୧୭୫ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking