ରାଜ୍ୟରେ ଆଉ ୧୪୭୪ ପଜେଟିଭ୍‌; ସର୍ବାଧିକ ଖୋର୍ଦ୍ଧାରେ

corona case in odisha

ଓଡି଼ଶା: ଆଜି ରାଜ୍ୟରେ ୧୪୭୪ କୋରନା ପଜେଟିଭ୍ ।ଆକ୍ରାନ୍ତଙ୍କ ସଂଖ୍ୟା କୁନେଇ ରାଜ୍ୟରେ ମୋଟ ୨ ଲକ୍ଷ ୯୫ହଜାର ୮୮୯ ସଂଖ୍ୟାକୁ ବୃଦ୍ଧି ହେଇଛି । ଏଥିରୁ ୮୫୫ କ୍ୱାରେନ୍‌ଟାଇନ୍‌ରୁ ଓ ୬୧୯ ଲୋକାଲ୍ କେସ୍ । ରାଜ୍ୟରେ ଏବେଯାଏଁ ସୁସ୍ଥ ହେଇଛନ୍ତି ୨ ଲକ୍ଷ ୯୫ ହଜାର ୮୮୯ ଓ ଆକ୍ଟଭ୍ ଅଛନ୍ତି ୧୩ ହଜାର ୯୧୯ଜଣ । ସର୍ବାଧିକ ଖୋର୍ଦ୍ଧାରୁ ୧୭୫ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here