28.1 C
Bhubaneswar
Saturday, April 27, 2024
HomeUncategorizedଡ୍ରେନ ପାଣିରେ ଧୁଆ ହେଉଛି ଖାଇବା ଥାଳି

ଡ୍ରେନ ପାଣିରେ ଧୁଆ ହେଉଛି ଖାଇବା ଥାଳି

ନୂଆଦିଲ୍ଲୀ: କେତେ ସୁରକ୍ଷିତ ରାସ୍ତା କଡରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ? ଏମିତି ପ୍ରଶ୍ନ ଏଥିପାଇଁ ଉଠିଛି ଯେ, କାରଣ ଯେତେବେଳେ ବ୍ୟସ୍ତ ବହୁଳ ଜୀବନ ପାଇଁ ଯେତେବେଳେ ଜଣେ ବ୍ୟକ୍ତି ତରବରିଆ ଭାବେ ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ ଖାଏ, ପ୍ରକୃତରେ ତାହା କେତେ ହାଇଜେନିକ୍ ? ଠିକେ ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ବ୍ୟକ୍ତି ଜଣକ ଖାଇବା ଥାଳିକୁ ଡ୍ରେନ ପାଣିରେ ସଫା କରୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ କୋରୋନା ଭାଇରସ ପାଇଁ ହଜାର ହଜାର ଜୀବନ ଯାଉଥିବା ବେଳେ ଜଳଖିଆ ଦୋକାନୀଙ୍କ ଗ୍ରାହକ ମାନଙ୍କ ପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ଏଭଳି କାର୍ଯ୍ୟ ଏବେ ସାମ୍ନାକୁ ଆସିଛି । ବର୍ତମାନ ଏହି ଭିଡିଏ ସୋସିଆଲ ମିଡିଆରେ ଅତି ମାତ୍ରାରେ ଭାଇରାଲ ହେବା ସହ ସେୟାର ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking