30.1 C
Bhubaneswar
Friday, April 26, 2024
Homeଓଡିଶାୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ : କାଗଜପତ୍ର ଓ କମ୍ପ୍ୟୁଟର ପୋଡି ପାଉଁଶ

ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ : କାଗଜପତ୍ର ଓ କମ୍ପ୍ୟୁଟର ପୋଡି ପାଉଁଶ

ନୂଆପଡା : ନୂଆପଡ଼ା ଜିଲ୍ଲା  ଖଡିଆର ରୋଡ ସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ବ୍ୟାଙ୍କ ବନ୍ଦ ଥିବା ବେଳେ ଭିତରପଟୁ ନିଆଁ ଲାଗି ବ୍ୟାଙ୍କର ପ୍ରାୟ ସମସ୍ଥ କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମବାହିନୀର ପାଖପାଖି ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି। ବିଦ୍ୟୁତ ସର୍ଟ ସର୍କିଟରୁ ବ୍ୟାଙ୍କରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
https://onakhabar.com/2019/11/30/parliament-picture-in-school-wall/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking