26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗ୫ରୁ ରାଜରାସ୍ତାରେ ବସିବେ ଚାଷୀ

୫ରୁ ରାଜରାସ୍ତାରେ ବସିବେ ଚାଷୀ

ଭୁବନେଶ୍ୱର: ମଣ୍ଡି ଓ ଧାନକିଣା ସମସ୍ୟା ନେଇ ଚାଷୀ ସଂଗଠନର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୫ରୁ ରାଜରାସ୍ତାରେ ଆନ୍ଦୋଳନ ସହିତ ରାସ୍ତାରୋକ ଚେଚାବନୀ ଦିଆଯାଇଛି । ତୁରନ୍ତ ସମସ୍ୟା ସମାଧାନ ପାଇଁ ଓଡିଶା କୃଷକ ସଂଗଠନର ଦାବି କରିଛନ୍ତି । ଟୋକନ ସମସ୍ୟା ଓ ଧାନକିଣା ପରିମାଣକୁ ନେଇ କୃଷକଙ୍କ ନିକଟରେ ଅସନ୍ତୋଷ ପ୍ରକାଶ ପାଇଛି । ଜଳସେଚିତ ଅଂଚଳରୁ ଏକର ପିଛା ୧୯ କ୍ୱିଣ୍ଟାଲ ଧାନ କିଣାକୁ ବିରୋଧ କରାଯାଇଛି । ଅଣଜଳସେଚିତ ଅଂଚଳରୁ ଏକର ପିଛା ୧୩ କ୍ୱିଣ୍ଟାଲ କିଣାକୁ ମଧ୍ୟ ବିରୋଧ କରାଯାଇଛି । ତୁରନ୍ତ ସମାଧାନ ନକଲେ ରାଜରାସ୍ତାୁ ଓହ୍ଲାଇବାକୁ ସଂଗଠନ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking