28.1 C
Bhubaneswar
Saturday, April 27, 2024
Homeଓଡିଶାଆଖି ବୁଜିଲା ଅସୁସ୍ଥ ହାତୀ

ଆଖି ବୁଜିଲା ଅସୁସ୍ଥ ହାତୀ

ସମ୍ବଲପୁର: ଆଖିବୁଜିଲା ସାପଲହରା ଗାଁ ପୋଖରୀରେ ଫସି ରହିଥିବା ହାତୀ । ୫ ଦିନ ହେବ ପୋଖରୀରେ ଫସି ରହିଥିଲା ହାତୀ । ।ଜି କ୍ରେନ ଯୋଗେ ହାତୀକୁ ଉପରକୁ ଅଣା ଯାଇଥିଲା । ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା । ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ଚିକିତ୍ସା ଚାଲିଥିଲା । ପୋଖରୀ ଉପରକୁ ଆଣିବା ପରେ ହାତୀ କିଛି ପ୍ରତିକ୍ରିୟା ଦେଇ ନ ଥିଲା । ପୋଖରୀ ଉପରକୁ ଉଠି ଆସିବାର କିଛି ସମୟ ମଧ୍ୟରେ ମୃତ ଘୋଷଣା ।ଅସୁସ୍ଥ ହାତୀର ମୃତ୍ୟୁ ନେଇ ସମ୍ବଲପୁର ଡିିଏଫଓଙ୍କ ସୂଚନା ।

ରଥଯାତ୍ରା ପାଇଁ ଗଡିବ ୨୦୫ ଟ୍ରେନ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking