28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମସଲା କିଙ୍ଗଙ୍କ ମୃତ୍ୟୁ

ମସଲା କିଙ୍ଗଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମସଲା କିଙ୍ଗ ଭାବେ ପ୍ରସିଦ୍ଧ ମହାଷୟ ଧରମପାଲ ଗୁଲାଟି ହେଉଛନ୍ତି ଏମଡ଼ିଏଚ ମସଲା ବ୍ରାଣ୍ଡର ମାଲିକ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଲୋକେ ପ୍ର୍ରିୟରେ ତାଙ୍କୁ ‘ଦାଦାଜୀ ’ ,’ମହାଷୟଜୀ’ ଡ଼ାକୁଥିଲେ । ତେବେ ଦିଲ୍ଲୀରେ ଗତ ୩ ସପ୍ତାହ ଧରି ଚିକିତ୍ସିତ ହେଉଥିବା ଅବସ୍ଥାେ;ର ଆଜି ସକାଳ ୫.୩୦ରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ୧୯୨୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଦାଦାଜ ସ୍କୁଲ ସରିବା ପରେ ନିଜ ବାପାଙ୍କ ମସଲା ବେପାରରେ ଯୋଗ ଦେଇଥିଲେ । ପରେ ୧୯୫୯ରେ ସେ ଏମଡ଼ିଏଚ ନାମକ ମସଲା ବ୍ରାଣ୍ଡ ଆରମ୍ଭ କରିଥିଲେ । ଏହା ଏକ ନାମୀ ମସଲା ବ୍ରାଣ୍ଡ ଯାହା ଦେଶ ବିଦେଶକୁ ମଧ୍ୟ ରପ୍ତାନୀ ହୁଏ । ଏହି ଅବଦାନ ପାଇଁ ଶ୍ରୀ ଗୁଲାଟିଙ୍କୁ ୨୦୧୯ରେ ମାନନୀୟ ରାଷ୍ଟ୍ରପତି ପଦ୍ମଭୁଷଣ ଓ ୩ୟ ସିଭିଲିଆନ ପୁରସ୍କାରରେ ସମ୍ମାନୀତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking