23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗ୨୪ ଘଣ୍ଟାରେ ଦେଶରେ ନୁଆ ୩୫ ହଜାର ୫୫୧ କୋରନା ଆକ୍ରାନ୍ତ

୨୪ ଘଣ୍ଟାରେ ଦେଶରେ ନୁଆ ୩୫ ହଜାର ୫୫୧ କୋରନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କମୁଛି କୋରନା ସଂଖ୍ୟା । ଏହା ଏକ ଆଶ୍ୱସ୍ତିକର ଖବର ନିଶ୍ଚୟ । ତେବେ ଗତ ୨୪ ଘଣ୍ଟ ମଧ୍ୟରେ ୩୫ ହଜାର ୫୫୧ ଆକ୍ରାନ୍ତ ହୋଇଥିବା ବେଳେ ୫୨୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହାକୁ ନେଇ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫କୁ ବୃଦ୍ଧି ପାଇଥବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮ ରେ ପହଞ୍ଚିଛି । ଏବେ ୪ ଲକ୍ଷ ୨୨ ହଜାର ୯୪୩ ଜଣ ଚିକିତ୍ସତ ହେଉଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking