23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୪୩୪ କୋରନା ଚିହ୍ନଟ ; ସର୍ବାଧିକ ଖୋର୍ଦ୍ଧାରେ ୫୪

ରାଜ୍ୟରେ ଆଉ ୪୩୪ କୋରନା ଚିହ୍ନଟ ; ସର୍ବାଧିକ ଖୋର୍ଦ୍ଧାରେ ୫୪

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ କୋରନା ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟରେ ୪୩୪ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ଖୋର୍ଦ୍ଧା ଜିଲାରେ ୫୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୩୨୦୦୧୭କୁ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୧୩୩୯୪ ଜଣ ଓ ୪୮୧୫ ଜଣ ଚିକିତ୍ସତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking