28.1 C
Bhubaneswar
Friday, March 29, 2024
HomeUncategorizedରାଜ୍ୟରେ କୋରନା ନେଲା ଆଉ ୫ ଜୀବନ

ରାଜ୍ୟରେ କୋରନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରନାରେ ଆଉ ୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନାରେ ୧୭୫୫ ଜଣଙ୍କ ମୃ୍‌ତ୍ୟୁ ଘଟିଛି । ସେଥିମଧ୍ୟରୁ ଗଞ୍ଜାମରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର,ନୟାଗଡ଼ରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି । ଏନଇ ରାଜ୍ୟ ସ୍ୱାସ୍ଥ୍ୟ ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking