28.1 C
Bhubaneswar
Saturday, April 27, 2024
Homeଓଡିଶାରାସ୍ତା କଡରୁ ମୃତଦେହ ଉଦ୍ଧାର 

ରାସ୍ତା କଡରୁ ମୃତଦେହ ଉଦ୍ଧାର 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ନିକଟରେ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ହେଲେ ଧାମନପୁର ପଞ୍ଚାୟତ କେନ୍ଦୁଗୁଡା ଗାଁ ର ପ୍ରେମମାଝୀ  । ସାଇକଲରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି  । ତେବେ  ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଶବ ଜଵତ କରିଛି  । ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିବା ଵେଳେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହୁଛି  ।  ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜଵତ କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ବ୍ୟବଚ୍ଛେଦ  ପାଇଁ ପଠାଯାଇଛି ବୋଲି ପ୍ରକାଶ କରିଛନ୍ତି  ଦଶପୁର ଫାଣ୍ଡି ପୋଲିସ ଏସଆଇ ଚନ୍ଦ୍ରହାସ୍ୟ ସାହୁ  ।
https://onakhabar.com/2019/12/09/police-officers-shoot-each-other-dead/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking