34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟର ଏହି ତିନିଟି ଜିଲ୍ଲା‌ରେ ଲାଗି ରହିବ ଘନ କୁହୁଡ଼ି

ରାଜ୍ୟର ଏହି ତିନିଟି ଜିଲ୍ଲା‌ରେ ଲାଗି ରହିବ ଘନ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ସୋମବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ରାତିର ତାପମାତ୍ରା ସାମାନ୍ୟ ବଢ଼ିବା ସହ ଥଣ୍ଡା ମଧ୍ୟ କମ ରହିଛି । ଏବେ କିଛି ମାତ୍ରାରେ ଗରମ ଅନୁଭୂତ ହେଉଛି । ତେବେ ଆସନ୍ତା ୪ ଦିନ ଯାଏ ଟିକ ଏପରି ସ୍ଥିତି ଲାଗି ରହିବ ବୋଲି ଜଣା ପଡିଛି । ଏଥିସହ କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ଜିଲ୍ଲା‌ରେ ଘନ କୁହୁଡ଼ି ଲାଗିରହିବ। ଆଉ କେତେକ ସ୍ଥାନରେ ହାଲୁକା କୁହୁଡ଼ି ବି ହୋଇପାରେ। ତେବେ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
https://onakhabar.com/2019/12/09/bigg-boss-13-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking